This browser does not support the video element.
କେନ୍ଦ୍ରାପଡା: ରାଜଗଡ ପଞ୍ଚାୟତରେ ବିଶିଷ୍ଟ ସମାଜସେବିକା କ୍ଷୀର ପରିଡାଙ୍କ ଦେହାନ୍ତ,ଶେଷଦର୍ଶନ କଲେ ମହାକାଳପଡା ବିଧାୟକ
Kendrapara, Kendrapara | Sep 10, 2025
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ,ରାଜଗଡ ପଞ୍ଚାୟତରେ ବିଜେପି ଦଳର କାର୍ଯ୍ୟକର୍ତ୍ତା ପ୍ରଦୀପ୍ତ ପରିଡ଼ାଙ୍କ ମା ତଥା ବିଶିଷ୍ଟ ସମାଜସେବିକା କ୍ଷୀର ପରିଡ଼ାଙ୍କ ଦେହାନ୍ତ ସୂଚନା ପାଇ ମର୍ମାହତ ଓ ଦୁଃଖ ପ୍ରକାଶ କରି ଶେଷଦର୍ଶନ କଲେ ମହାକାଳପଡା ବିଧାୟକ l ମହାପ୍ରଭୁ ଏହି ଦୁଃଖଦ ସମୟରେ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ସହିତ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି ମହାକାଳପଡା ବିଧାୟକ l