Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଶ ପୂଜାରେ ଆସୁଛି ନୂଆ ଭଜନ;ଏନେଇ ଟଙ୍କପାଣି ରୋଡ଼ରେ ପ୍ରତିକ୍ରିୟା ରଖିଲେ ଅଭିନେତା ପିୟୁଷ ତ୍ରିପାଠୀ
Bhubaneswar M Corp, Khordha | Aug 25, 2025
ଯାତ୍ରାରେ ସଫଳତା ପରେ ଏବେ ଭଜନରେ ନଜର ଆସିବେ ଅଭିନେତା ପିୟୁଷ ତ୍ରିପାଠୀ | ଗଣେଶ ପୂଜାରେ ଆସୁଛି ପିୟୁଷ ଙ୍କ ନୂଆ ଭଜନ | ଶ୍ରଦ୍ଧା ପାଣିଗ୍ରାହୀ ଏବଂ ପିୟୁଷ ନଜର ଆସିବେ ଏଥିରେ | ତେବେ ଏନେଇ ସେ କହିଛନ୍ତି ପ୍ରଥମ ଥର ପାଇଁ ମୁଁ ଏମିତି ଡ୍ୟାନ୍ସ କରିଛି, ଯାତ୍ରାରୁ ଆସି ଆଲବମ ଏମିତି ଡ୍ୟାନ୍ସ କରିବା ମୋ ପାଇଁ କଷ୍ଟକର ଥିଲା ଆଶା ଅଛି ଦର୍ଶକ ପସନ୍ଦ କରିବେ |
Share
Read More News
T & C
Privacy Policy
Contact Us
Your browser does not support JavaScript!