This browser does not support the video element.
ଅନୁଗୋଳ: ରଗୁଡ଼ିସାହି ନିକଟରେ ରାସ୍ତା ତଳକୁ ଖସିଲା ବୋଲେରୋ
Anugul, Angul | Sep 12, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ରଗୁଡ଼ିସାହି ଗ୍ରାମ ନିକଟରେ ଗୋଟିଏ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିକୁ ଉଠାଇ ଥିବା ବେଳେ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।