Download Now Banner

This browser does not support the video element.

ଫୁଲବାଣୀ ସହର: ସ୍ୱାସ୍ଥ୍ୟଅବସ୍ଥାରେ ପରିବର୍ତ୍ତନ ନଆସିବାରୁ ଉତ୍କଳ ହସପିଟାଲ ଭୁବନେଶ୍ୱର ସ୍ତାନାନ୍ତର ହେଲେ ଗଣମାଧ୍ୟମ ପ୍ରତିନିଧି ତଥା ସମାଜସେବୀ ଅଶୋକ ପରିଡା

Phulabani Town, Kandhamal | May 6, 2024
ସମ ହସପିଟାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀର ଗଣମାଧ୍ୟମ ପ୍ରତିନିଧି ତଥା ସମାଜସେବୀ ଅଶୋକ ପରିଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ମେ ୬ ତାରିଖ ସୋମବାର ସକାଳ ୮ ଘଣ୍ଟିକା ସମୟରେ ଭୁବନେଶ୍ୱର ଉତ୍କଳ ହସପିଟାଲକୁ ସ୍ତାନାନ୍ତର କରାଯାଇଛି।ନିମୋନିଆ, ଖାଦ୍ୟ ନଳୀ ଓ ଶ୍ୱାସ ନଳୀ ଜନିତ ସଂକ୍ରମଣ ଯୋଗୁଁ ଦୀର୍ଘ ୧୧ଦିନ ଧରି ସମ ହସପିଟାଲରେ ଚିକିତ୍ସିତ ହେଉଥିଲେ।ପୂର୍ବରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଭାଗରେ ଏକ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ।ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହଛି।
Read More News
T & CPrivacy PolicyContact Us