Install App
rabindranath0321
This browser does not support the video element.
ରାୟଗଡା: ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୫ବର୍ଷ ପୂର୍ତ୍ତି ଅବସରରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Rayagada, Rayagada | Aug 31, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ୨୫ବର୍ଷ ପୂର୍ତ୍ତି ଅବସରରେ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ୨୦୦ରୁ ଉର୍ଦ୍ଧ ରୋଗୀ ମାନେ ନିଜ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!