This browser does not support the video element.
ପରଜଙ୍ଗ: ଗଡନୃସିଂହ ପ୍ରସାଦ ପଞ୍ଚାୟତରେ ବିଧାୟକଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
Parajang, Dhenkanal | Aug 28, 2025
ଗଡ ନୃସିଂହ ପ୍ରସାଦ ଗ୍ରାମରେ ବିଧାୟକଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ଭୁବନ ବ୍ଲକ ବାରୁଆଁ ମଣ୍ଡଳ ସଭାପତି ବୀରେନ୍ଦ୍ର ପ୍ରତାପ ଜେନାଙ୍କ ନେତୃତ୍ୱରେ ଗଡନସିଂହ ପ୍ରସାଦ ପଞ୍ଚାୟତର ଶତାଧିକ ଲୋକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶର ଅନୁପ୍ରାଣିତ ହୋଇ ବିଜେଡି ଦଳଛାଡି ଗୁରୁବାର ୩ଟାରେ ବିଜେପିରେ ଯୋଗଦେଲେ ନିତ୍ୟାନନ୍ଦ ମହାପାତ୍ର,ସମବାୟ ସମିତି ସଭାପତି ପ୍ରତାପ ଚନ୍ଦ୍ର କଅଁର, ପରିଚାଳନା କମିଟି ସଭାପତି ପଳାସପିଠିଆ ଉଚ୍ଚ ପ୍ରାଥମିକ ସ୍କୁଲ ସଂଜୀବ କଅର, ରଞ୍ଜନ ବେହେରା, ଦୁଷ୍ମନ୍ତ ରାଉତ, ନିରଞ୍ଜନ କଅଁର, ନିର୍ମଳ କଁଅର, ବାବୁଲି ମହାପାତ