This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି କୁ ସବଡିଭିଜନ ରୂପେ ଘୋଷଣା କରିବା ଐତିହାସିକ ଆବଶ୍ୟକତା ଦାବି ନେଇ ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ର ଦାବି
Bhadrak Rural, Bhadrak | Sep 7, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁ ସବଡିଭିଜନ ଘୋଷଣା କରିବା ଐତିହାସିକ ଆବଶ୍ୟକତା ଦାବି ନେଇ ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବରିଷ୍ଠ ନାଗରିକ ସଂଘ ର ସଭାଗୃହ ରେ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।ଦିଜବର ରାଉତ ଙ୍କ ସଭାପତିତ୍ବରେ ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସମସ୍ତ ରାଜନୈତିକ ଦଳ ର ନେତୃବୃନ୍ଦ ଓ ଚାନ୍ଦବାଲି ଅଞ୍ଚଳ ର ବୁଦ୍ଧିଜିବୀ ଙ୍କ ସମେତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଆଜି ଦିନ ୧୨ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।