Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ କଲ୍ୟାଣ ମଣ୍ଡପ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Kantamal, Boudh (Bauda) | Sep 10, 2025
କଣ୍ଟାମାଲ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର କଣ୍ଟାମାଲ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ସ୍ୱେଚ୍ଛାସେବି ଅନୁଷ୍ଠାନ ଏବଂ ତ୍ରୀଲୋଚନ ନେତ୍ରାଳୟ ସମ୍ବଲପୁର ମିଳିତ ଉଦ୍ୟମ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ବIନିତ ଅତିଥି ଉତଘାଟ କରିଥିଲେ I ଅଂଚଳର ବହୁ ବୃଦ୍ଧ ବୃଦ୍ଧା ଆସି ମାଗଣା ରେ ନିଜ ପରୀକ୍ଷା କରିଥିଲେ I ସକାଳ 9ଘଣ୍ଟା ରୁ ଆରମ୍ଭ ହୋଈ 2ଘଣ୍ଟା ରେ ଶେଷ ହୋଈଥିଲା I
Read More News
T & CPrivacy PolicyContact Us