This browser does not support the video element.
ତଲସରା: ମୃତ୍ୟୁ ଏମିତିବି ଆସେ ପୋଷ୍ଟ ଅଫିସ ସମ୍ମୁଖରେ ବସରୁ ଓହ୍ଲାଇଲେ ରାସ୍ତା ଉପରେ ଚାଲିଗଲା ଜୀବନ
Talasara, Sundargarh | Sep 11, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ପୋଷ୍ଟ ଅଫିସ ସମ୍ମୁଖରେ ଆଜି ରାତ୍ରି ସାଢ଼େ ସାତଟା ବେଳେ ରାଉରକେଲା ସୁନ୍ଦରଗଡ଼ ଯାଉଥିବା ଯାତ୍ରୀବାହୀ ବସ ରୁ ଓହ୍ଲାଇବା ପରେ ରାସ୍ତା ଉପରେ ତାଙ୍କର ଅଚାନକ ମୃତ୍ୟୁ ଘଟିଛି। ବଡ଼ଗାଁ ର ସଚେତନ ଯୁବକ ସୈାରଭ ପଣ୍ଡା ତାଙ୍କୁ ବଡ଼ଗାଁ ଡାକ୍ତରଖାନା କୁ ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।