This browser does not support the video element.
ପାଟଣାଗଡ: ବ୍ରହ୍ମପୁରା ବଳଦେବ ଜୀଉ ମନ୍ଦିର ରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
Patnagarh, Balangir | Jun 11, 2025
ପାଟଣାଗଡ଼ ବ୍ରହ୍ମପୁରା ବଳଦେବ ଜୀଉ ମନ୍ଦିର ରେ ବୁଧବାର ଅପରାହ୍ନରେ ଦେବ ସ୍ନାନ ପୂର୍ଣ୍ଣିମା ବିଧି ଅନୁସାରେ ଅନୁଷ୍ଠିତ ହୋଇଛି । ଅପରାହ୍ନ ୪ଟା ସମୟରେ ରୀତିକାନ୍ତି ଅନୁସାରେ ତ୍ରିମୂର୍ତ୍ତି ଙ୍କ ସ୍ନାନ କରାଯାଇଥିଲା ।ଭଗବାନଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ରହିଥିଲା ।