This browser does not support the video element.
ବୌଦ୍ଧ ସଦର: ପୁରୁଣା କଟକ ବଙ୍ଗଳା ଠାରେ ଓଡିଶା ନିର୍ମାଣ ଏବଂ ପ୍ରବାସୀ ଶ୍ରମିକ କର୍ମଚାରୀ ସଂଘ, ବୌଦ୍ଧ ଜିଲ୍ଲାର ସାମ୍ବାଦିକ ସମ୍ମିଳନୀ
Baudh Sadar, Boudh (Bauda) | Sep 7, 2025
ରବିବାର ଦିନ ବୌଦ୍ଧ ଜିଲ୍ଲା ପୁରୁଣା କଟକ ବଙ୍ଗଳା ଠାରେ ଓଡିଶା ନିର୍ମାଣ ଏବଂ ପ୍ରବାସୀ ଶ୍ରମିକ କର୍ମଚାରୀ ସଂଘ, ବୌଦ୍ଧ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ସଂଘର ମୁଖ୍ୟ ତଥା ବରିଷ୍ଠ ଶ୍ରମିକ ନେତା ଅଶୋକ କୁମାର ମିଶ୍ର ଓ କିଛି ପିଡିତ ହିତାଧିକାରୀ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନିତି ଓ ଜାଲିଆତିର ସୂଚନା ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଥିଲେ |