Download Now Banner

This browser does not support the video element.

ରାୟଗଡା: ସେବା ପକ୍ଷ ଅବସରରେ ବିଜେପି ପକ୍ଷରୁ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Rayagada, Rayagada | Sep 7, 2025
ସେବା ପକ୍ଷ ଅବସରରେ ରବିବାର ଦିନ ବିଜେପି ପକ୍ଷରୁ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us