Download Now Banner

This browser does not support the video element.

ବିଞ୍ଝାରପୁର: ପଛପଡା ଠାରେ କାଣୀ ନଦୀରେ ଘାଇ, ସ୍ଥିତି ପରୀକ୍ଷିଲେ ବିଧାୟିକା ସୁଜାତା ସାହୁ

Binjharpur, Jajpur | Aug 26, 2025
ଦଶରଥପୁର ପଛପଡା ଠାରେ କାଣୀ ନଦୀରେ ଘାଇ ହେବା ଯୋଗୁ ଅନେକ କ୍ଷକ୍ଷତି,ସ୍ଥିତି ପରୀକ୍ଷିଲେ ବିଧାୟିକା ସୁଜାତା ସାହୁ l କାଣୀ ନଦୀରେ ବନ୍ୟା ପରିସ୍ଥିତି ଯୋଗୁ ପଛପଡା ନିକଟରେ ଘାଇ ସୃଷ୍ଟି ହେଇଥିଲା l ଯାହାଫଳରେ ଅନେକ ଗାଁ ରେ ନଦୀ ପାଣି ପଶି ବ୍ୟାପକ କ୍ଷକ୍ଷତି କରିଛି l ସେପଟେ ଏହି ଖବର ପାଇ ଆଜି ଯାଜପୁରର ବିଧାୟିକା ଶ୍ରୀମତୀ ସାହୁ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି l ଏଥିସହିତ କିଭଳି ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇବ ଫୋନ ଯୋଗେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us