This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ରାସନ କାର୍ଡ ରେ ନାମ ସଂଯୋଗ ପାଇଁ ମଧ୍ୟସ୍ଥି ଙ୍କୁ ନା, ଅନଲାଇନ ରେ ଦରଖାସ୍ତ କରଂତୁ ଘରକୁ ଯିବେ ଅଧିକାରି କହିଲେ ଭଦ୍ରକ ବିଡ଼ିଓ
Bhadrak Rural, Bhadrak | Aug 22, 2025
ଭଦ୍ରକ ବ୍ଲକ ରେ ଜାତୀୟ ଖାଦ୍ୟ ସୁରକ୍ଷା ରେ ସରକାର ଙ୍କ ତରଫରୁ ଆସିଥିବା ଟାର୍ଗେଟ ପୂରଣ ହୋଇଛି,ଅତିରିକ୍ତ ଭାବରେ ଗରିବ ହିତାଧିକାରୀ ଙ୍କୁ ମଧ୍ୟ ଯୋଡ଼ାଯାଇଛି କିନ୍ତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଅଦ୍ୟାବଧି 7900 ହିତାଧିକାରୀ ଙ୍କୁ ଯୋଡିବାକୁ ଟାର୍ଗେଟ ଥିବା ବେଳେ ହିତାଧିକାରୀ ଙ୍କୁ sfss ରେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଆବେଦନ ପରେ ବ୍ଲକ ପକ୍ଷରୁ ଗଠିତ ଟିମ ହିତାଧିକାରୀ ଙ୍କ ଘରକୁ ଯାଇ ତଦନ୍ତ କରି ଯୋଗ୍ୟ ଙ୍କୁ କାର୍ଡ ପ୍ରଦାନ କରିବା ନେଇ ଆଜି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ରେ ଆଜି ଦିନ 2 ଘଟିକା ରେ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରି