Download Now Banner

This browser does not support the video element.

ଖରିଆର: ସୁନାବେଡ଼ା ଠାରେ ଜଙ୍ଗଲ ଜମି ପଟ୍ଟାରେ ଧାନ ବିକ୍ରି ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କଲେ ଆଦିବାସୀ ନେତା ବିଜୟ ଝାଙ୍କର

Khariar, Nuapada | Aug 23, 2025
କୋମନା ବ୍ଳକ ସୁନାବେଡ଼ା ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଜଙ୍ଗଲ ଜମି ପଟ୍ଟାରେ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ ପାଇଁ ଆଜି ୨ ଟାରେ ସୁନାବେଡ଼ା ଠାରେ ପ୍ରତିକ୍ରିୟା ରଖିଲେ ଆଦିବାସୀ ନେତା ବିଜୟ ଝାଙ୍କର।
Read More News
T & CPrivacy PolicyContact Us