Download Now Banner

This browser does not support the video element.

ବଡଚଣା: ଚଣ୍ଡିଖୋଲକୁ ମିଳିଳା ଏନ୍.ଏ.ସି. ମାନ୍ୟତା, ସ୍ବାୟତ୍ତ ଶାସନ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ଖୁସିର ଲହରୀ

Badachana, Jajpur | Aug 31, 2025
ଚଣ୍ଡିଖୋଲକୁ ମିଳିଳା ଏନ୍.ଏ.ସି. ମାନ୍ୟତା, ସ୍ବାୟତ୍ତ ଶାସନ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ଖୁସିର ଲହରୀ l ଗତ କିଛିଦିନ ହେବ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳକୁ ଏନଏସି ଘୋଷଣା କରିବାକୁ ବିଭିନ୍ନ ମହଲରୁ ଦାବୀ ହେଉଥିଲା l ଏହି ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଞ୍ଚଳକୁ ଏନଏସି ଘୋଷଣା କରିଛନ୍ତି l ଯାହାଫଳରେ ଏହି ଅଞ୍ଚଳକୁ ସହରାଞ୍ଚଳ ସୁବିଧା ଯୋଗେଇ ଦିଆଯିବ l ଏହି ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l
Read More News
T & CPrivacy PolicyContact Us