Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: କରଣ୍ଡିଆଗୁଡାରେ ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nabarangapur PS, Nabarangpur | Jun 20, 2025
କରଣ୍ଡିଆଗୁଡାରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିସୂଚନା ଅନୁଯାୟୀ ଚେତମନ ଗଣ୍ଡ ନାମକ ବ୍ୟକ୍ତି ନିଜ ବାଇକ ଯୋଗେ ଯାଉଥିବା ବେଳେ, କରଣ୍ଡିଆ ଗୁଡା ନିକରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେପଡି ତାଙ୍କ ଶରୀର ର ବିଭିନ୍ନ ଜାଗାରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!