This browser does not support the video element.
ପୋଲସରା: ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Polasara, Ganjam | Sep 11, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବିଜେପି ପକ୍ଷରୁ ଆସନ୍ତା 17 ତାରିଖ ଠାରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସବୁଠି ସେବା ପକ୍ଷ ପାଳନ କରାଯିବା କୁ ଲକ୍ଷ ରଖିଛି ଦଳ l ଏହାକୁ ନେଇ ସବୁଠି କର୍ମଶଳା ଆୟୋଜନ କରାଯାଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ମଣ୍ଡଳୀ ଅଧିନ ବୁଗୁଡ଼ା ସହ ବ୍ଲକ କଲୋନୀ ବିଜେପି କାର୍ଯ୍ୟାଳୟ ଠାରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l