Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସହର ସ୍ଥିତ ଏଲ ଆଇସି କାର୍ଯ୍ୟାଳୟରେ ଏଲ ଆଇସି ର ପ୍ରତିଷ୍ଠା ଦିବସ ପାଳିତ

Nabarangapur PS, Nabarangpur | Sep 1, 2025
ସହର ସ୍ଥିତ ଏଲ ଆଇସି କାର୍ଯ୍ୟାଳୟରେ ଏଲ ଆଇସି ର ପ୍ରତିଷ୍ଠା ଦିବସ ପାଳିତ ନବରଙ୍ଗପୁର LIC ଅଫିସ ଠାରେ LIC ର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏହି ଅବସର ରେ କିଛି ବରିଷ୍ଠ କର୍ମକର୍ତ୍ତା ଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ, ଏଲ ଆଇସି ଦ୍ୱାରା ଜନ ସାଧାରଣ ଙ୍କର ଅନେକ ଉପକାର ହେଇଛି ଏବଂ ଲୋକଙ୍କ ସେବା କରିବା ମନବୃତି ନେଇ ସମସ୍ତେ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଶାଖା ପରିଚାଳକ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us