This browser does not support the video element.
କଣ୍ଟାମାଳ: ଲମ୍ବସ୍ୱରି ଓ ସାହାଯପିଟା ନାଲ ରେ ଚଢ଼ାଉ ବିପୁଳ ମହୁଲ ପୋଚ ନଷ୍ଟ ଦେଶୀ ମଦ ଜବତ
Kantamal, Boudh (Bauda) | Aug 31, 2025
ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ ବିପୁଳ ମହୁଲ ପୋଚ ନଷ୍ଟ ଦେଶୀ ମଦ ଜବତ କଣ୍ଟାମାଲ ଥାନା ଲମ୍ବସ୍ୱରୀ ରାସ୍ତା ନିକଟରେ ଅବକାରୀ ବିଭାଗ ର ଏକ ଟିମଚଢ଼ାଉ କରି 7ଲିଟର ଦେଶୀ ମଦ ଜବତ ଜଣେ କୁଚିଆ ମଦ ବେପାରୀ କୁ ଅଟକ ରଖିଥିଲେ ଏକ ମାମଲା ରୁଜୁ କରି ନୋଟିସ ଛାଡିଦେଇଥିଲେ ସେହିପରି ବେଆଇନ ଭାବରେ ଘଣ୍ଟାପଡା ଥାନା ସାହାଯପିଟା ନାଲ ନିକଟରେ ଦେଶୀ ମଦ ବେଆଇନ ଭାବରେ ମଦ ପ୍ରସ୍ତୁତି କରୁଥିବା ଖବର ପାଇ ଏକ ଟିମ ଛଡାଉ କରିଥିଲା ଘଟଣା ସ୍ଥଳ ରୁ 550 ଲିଟର ମହୁଲ ପୋଚ ନଷ୍ଟ କରି ମାମଲା ରୁଜୁ କରି ତଦନ୍ତ ନେଇ ବିଭାଗ ର ସୂଚନା I