Download Now Banner

This browser does not support the video element.

ଖରିଆର: ଖଡ଼ିଆଳ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Khariar, Nuapada | Aug 31, 2025
ଖଡ଼ିଆଳ ଠାରେ ଆଜି ୧୨ ଟା ଯାଏଁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କଲ୍ୟାଣ ମଣ୍ଡପ ଦୁଇ ଠାରେ ମନ କି ବାତଟ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଜନତାଙ୍କ ସହ ବାର୍ତ୍ତାଳାପରେ ଅନୁପ୍ରାଣିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, କାଉନସିଲର ଚନ୍ଦନ ସାହୁ, ଲକ୍ଷଣ ବାଗ ଓ ବହୁ କର୍ମଚାରୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us