Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଇନ୍ଫୋସିଟି ଥାନା ଅନ୍ତର୍ଗତ ବଜରଙ୍ଗ ବିହାର ନିକଟ ମାର୍କେଟରେ ପୋଲିସର ଆକ୍ସନ, ଗଞ୍ଜେଇ ବେପାରୀଙ୍କ ଘର ଭାଙ୍ଗିଲା ପୋଲିସ
Bhubaneswar M Corp, Khordha | Sep 13, 2025
ଇନ୍ଫୋସିଟି ଥାନା ଅନ୍ତର୍ଗତ ବଜରଙ୍ଗ ବିହାର ନିକଟ ମାର୍କେଟରେ ପୋଲିସର ଆକ୍ସନ, ଗଞ୍ଜେଇ ବେପାରୀଙ୍କ ଘର ଭାଙ୍ଗିଲା ପୋଲିସ | ରାଜଧାନୀରେ ଜୋରଦାର ହେଲା ଅପରେସନ ପ୍ରହାର। ଇନ୍ଫୋସିଟି ଥାନା ଅନ୍ତର୍ଗତ ବଜରଙ୍ଗ ବିହାର ନିକଟ ମାର୍କେଟରେ ପୋଲିସର ଆକ୍ସନ। ଆଜି 4.32ରେ ଗଞ୍ଜେଇ ବେପାରୀଙ୍କ ଘର ଭାଙ୍ଗିଲା ପୋଲିସ। ରାସ୍ତା ଉପରେ ଦୋକାନ ପକାଇ ଗଞ୍ଜେଇ ବିକ୍ରି କରୁଥିବା ରବି ନାରାୟଣ ମିଶ୍ରଙ୍କ ଘର ଭାଙ୍ଗିଲା ପୋଲିସ। ବିଏମସି ଏବଂ କମିଶନରେଟ୍ ପୋଲିସ ମିଳିତ ରେ ହେଲା କଡ଼ା କାର୍ଯ୍ୟନୁଷ୍ଠାନ।
Share
Read More News
T & C
Privacy Policy
Contact Us
Your browser does not support JavaScript!