This browser does not support the video element.
ଝାରସୁଗୁଡା: ବେଲପାହାଡ଼ ପୌର ପରିଷଦରେ ହୋଇଥିବା ଦୁର୍ନୀତିକୁ ନେଇ ବିସ୍ପୋରକ ବୟାନ ଦେଲେ ନଗରପାଳ
Jharsuguda, Jharsuguda | Aug 24, 2025
ବେଲପାହାଡ ପୌରପରିଷଦରେ ହୋଇଥିବା ଦୁର୍ନୀତିକୁ ନେଇ ବିସ୍ପୋରକ ବୟାନ ଦେଲେ ବେଲପାହାଡ ନଗରପାଳ l ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା ଆଜି ପ୍ରତିକ୍ରିୟା ଦେଇକହିଛନ୍ତି ଗତ ୮ ରୁ ୧୦ ମାସ ହେବ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଉଣ୍ଟଟାଣ୍ଟ କେଶ ଲଗ ବୁକ, ବିଭିନ୍ନ ଫାଇଲ ଲୁଚାଉଥିଲେ l ନଗରପାଳ ଙ୍କ ଦସ୍ତଖତ ବିନା ଏଫଏସ ଟିପି ରେ କାର୍ଯ୍ୟ କରିବା ଆଳ ରେ ଲକ୍ଷାଧିକ ଟଙ୍କା ଉଠାଣ କରି ହେରଫେର କରାଯାଇଛି l ଅନେକ ଫାଇଲ ରେ ଜେରକ୍ସ ଦସ୍ତଖତ କରାଯାଇ ଟଙ୍କା ଉଠାଣ କରାଯାଇଛି l