Download Now Banner

This browser does not support the video element.

ବୀରମହାରାଜପୁର: ଗୌଡଗାଡ ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହେଲେ ମହିଳା

Biramaharajpur, Subarnapur (Sonepur) | Sep 10, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ଗୌଡଗାଡ ଗ୍ରାମରେ ମଦ ବନ୍ଦ ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା l ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ଏକ ବୈଠକ କରାଯାଇ ଗ୍ରାମରେ ମଦ ବିକ୍ରି କଲେ କିମ୍ବା ମଦ ପିଇ ଅଶ୍ଳୀଳ ଭାଷା କଲେ 10ହଜାର ତାଙ୍କ ଜରିମାନା ଦେବା ପାଇଁ ନିଷ୍ପତି ନିଆଯାଇଥିଲା l ହେଳେ ଜଣେ ବ୍ୟକ୍ତି ମଦ ବିକ୍ରି କରିବା ସହ ଗ୍ରାମରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛି l ଗ୍ରାମବାସୀ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ବୁଝା ଶୁଝା କଲେ ମଧ୍ୟ ବ୍ୟକ୍ତି ଜଣକ ଗ୍ରାମବାସୀଙ୍କ କଥା ନଶୁଣି ଓଲଟା ଯାହା କରିବା କଥା କର୍ ବୋଲି ଧମକ ଦେଇଥିଲେ l ଏଣୁ ଆଜି ଦିନ ପ୍ରାୟ 1ଟା ସମୟରେ ଗ୍ରାମର ମହି
Read More News
T & CPrivacy PolicyContact Us