Download Now Banner

This browser does not support the video element.

ଖଣ୍ଡଗିରି: ପାତ୍ର ପଡ଼ାରେ ଥର ଗାଡି ଧକାରେ ମାଆ ଝିଅଙ୍କର ମୃତ୍ୟୁ ଘଟଣା, ଆଉ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ ଶହ ସ୍କୋର୍ପିଅ ଗାଡି ଜବତ କଲା ଖଣ୍ଡଗିରି ପୋଲିସ

Khandagiri, Khordha | Aug 23, 2025
ପାତ୍ର ପଡ଼ାରେ ଥର ଗାଡି ଧକାରେ ମାଆ ଝିଅଙ୍କର ମୃତ୍ୟୁ ଘଟଣା, ଆଉ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ ଶହ ସ୍କୋର୍ପିଅ ଗାଡି ଜବତ କଲା ଖଣ୍ଡଗିରି ଥାନା ପୋଲିସ | ପାତ୍ର ପଡ଼ାରେ ଥର ଗାଡି ଧକାରେ ମାଆ ଝିଅଙ୍କର ମୃତ୍ୟୁ ଘଟଣା | ଆଜି 4.43ରେ ଆଉ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ ଶହ ସ୍କୋର୍ପିଅ ଗାଡି ଜବତ କଲା ଖଣ୍ଡଗିରି ଥାନା ପୋଲିସ | ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଗିରଫ ଭୟରେ ପଶ୍ଚିମ ବଙ୍ଗ, ହରିୟାଣା ତଥା ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ଘୁରି ବୁଲୁଥିଲେ ।
Read More News
T & CPrivacy PolicyContact Us