Download Now Banner

This browser does not support the video element.

ଜଗତସିଂହପୁର: 27 ତାରିଖରେ ଜିଲ୍ଲାରେ ପବନ, ସହ ବିଜୁଳି ଓ ଘଡଘଡି ମାରିବାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

Jagatsinghapur, Jagatsinghpur | Aug 26, 2025
ଆସନ୍ତା 27ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l ସୂଚନା ମୁତାବକ ଆସନ୍ତା 27ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ 30ରୁ 40 କିମି ବେଗରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ life
Read More News
T & CPrivacy PolicyContact Us