Download Now Banner

This browser does not support the video element.

କେନ୍ଦୁଝର ସହର: ସାପ କାମୁଡାରେ ୨ଜଣ ମୃତ ଦୁବୁଲାବେଡା ଗାଁରେ ଘଟିଛି ଏଭଳି ଅଘଟଣ

Kendujhar Town, Kendujhar | Sep 4, 2025
ସାପ କାମୁଡାରେ ୨ଜଣ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଦୁବୁଲାବେଡା ଗାଁରେ ଘଟିଛି ଏଭଳି ଅଘଟଣ । ଗାଁରେ ବିଷାକ୍ତ ସାପ କାମୁଡାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଦୁବୁଲାବେଡା ଗ୍ରାମର ଅଭୟ କୁମାର ମହାନ୍ତ ଏବଂ ଝିଆରୀ ପାଟଣା ବ୍ଲକ ଦକ୍ଷିଣପଶି ଗ୍ରାମର ପ୍ରତିମା ପ୍ରିୟଦର୍ଶନୀ ମହାନ୍ତ । ଦୁହେଁ ଗୋଟିଏ ରୁମ୍ ରେ ରାତିରେ ପରିବାର ଲୋକଙ୍କ ସହିତ ଶୋଇଥିଲେ । ରାତିରେ ବିଷାକ୍ତ ସାପ ଉଭୟଙ୍କୁ କାମୁଡ଼ିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Read More News
T & CPrivacy PolicyContact Us