This browser does not support the video element.
ସୁନ୍ଦରଗଡ ସହର: କେନାଭେଟା ଗ୍ରାମ ଛକ ଠାରୁ ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର..
Sundargarh Town, Sundargarh | Nov 19, 2024
କେନାଭେଟା ଗ୍ରାମ ଛକ ଠାରୁ ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର.. ବଣାଇ ବ୍ଲକ ଅନ୍ତର୍ଗତ କେନାଭେଟା ଗ୍ରାମ ଛକରେ ଅସହାୟ ଅବସ୍ଥାରେ ପଡି ରହିଥିବା ଅଜଣା ମାନସିକ ଅକ୍ଷମ ବ୍ୟକ୍ତିକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିବା ଜଣା ପଡିଛି l ଘଟଣାରୁ ପ୍ରକାଶ ଏକ ଅଜଣା ବ୍ୟକ୍ତି କେନାଭେଟା ଛକରେ ବୁଲୁ ଥିବା ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲା l ଶୀତ ଦାଉରୁ ରକ୍ଷା ପାଇବା ପାଇଁ ତାକୁ ଗୋଟିଏ ଦୋକାନ ପାଖରେ ଦୁଇ ମାସ ହେଲା ରଖିଛନ୍ତି l