This browser does not support the video element.
ପରଜଙ୍ଗ: ହାତୁଆରୀ ଗାଁ ରମିଆଳା ନଦୀରେ ଆଈର ଦଶାହ କ୍ରିୟାରେ ନଦୀରେ ବୁଡି ନାତିର ମୃତ୍ୟୁ, ୧ ଗୁରୁତର
Parajang, Dhenkanal | Aug 31, 2025
ହାତୁଆରୀ ଗାଁ ରମିଆଳା ନଦୀରେ ଆଈର ଦଶାହ କ୍ରିୟାରେ ନଦୀରେ ବୁଡି ନାତିର ମୃତ୍ୟୁ, ୧ ଗୁରୁତର। କାମାକ୍ଷାନଗର ଥାନା ହାତୁଆରୀ ଗାଁ ରାମିଆଳ ନଦୀରେ ରବିବାରେ ଅପରାହ୍ନ1ଟାରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ। ଆଈର ଦଶାହ କାର୍ଯ୍ୟ ବେଳେ ନଦୀରେ ବୁଡି ଜଣେ ୧୧ ବର୍ଷୀୟ ନାତିର ମୃତ୍ୟୁ ହୋଇଛି।ତେବେ ନଦୀରୁ ଅନ୍ୟ ଜଣେ ୧୨ ବର୍ଷର ନାବାଳକକୁ ଉଦ୍ଧାର କରାଯାଇଛି। ମୃତକ ଯାଜପୁର ଜିଲ୍ଲା ଟୋମକା ଅଂଚଳର ମିହିର ବାରିକ। ଗୁରୁତର ନାବାଳକ ଜଣଙ୍କ ବଡସୁଆଁଳ ପଞ୍ଚାୟତ ଅନ୍ତର୍ଗତ ହାତୁଆରୀ ଗାଁର ୧୨ ବର୍ଷୀୟ ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନକୁ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍