Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସହର ଦେଇ ଯାଇଥିବା ଜାତୀୟ ରାଜପଥ ର କୋରାପୁଟ ପୌରପାଲିକା ଅଫିସ ଆଗରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଅଟୋ ଓ ଚାଳକ କୁ ଅଟକ ରଖିଲାପୋଲିସ

Koraput Town, Koraput | Oct 6, 2025
କୋରାପୁଟ.... ଭାରସାମ୍ୟ ହରାଇ ଓଲଟିଲା ଅଟୋ। ସୌଭାଗ୍ୟ ବଶତ ଅଟୋ ଡ଼୍ରାଇଭର ଅଳ୍ପକେ ଭର୍ତି ଯାଇଛନ୍ତି।ଘଟଣା ଘଟିଛି କୋରାପୁଟ ସହର ଦେଇ ଯାଇଥିବା 43 ନଭର ଜାତିୟ ରାଜପଥର କୋରାପୁଟ ପୌରପାଲିକା ଅଫିସ ନିକଟରେ। କୋରାପୁଟ ଟାଉନ୍ ପୁଲିସ ଖବର ପାଇ ଘଟଣା ସ୍ଥଳ କୁ ଆସି ଅଟୋ ଜବତ କରିବା ସହ ଅଟୋ driver କୁ ନେଇ ଥାନାରେ ଅଟକ ରଖିଛି।
Read More News
T & CPrivacy PolicyContact Us