Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ଠାରେ ଏକାଠି ନୂଆଁ ଖାଇଲେ ପାଣିଗ୍ରାହୀ ପରିବାର, ଯୋଗଦେଲେ ବିଧାୟକ

Nuapada, Nuapada | Aug 28, 2025
ଖଡ଼ିଆଳ ଠାରେ ଏକାଠି ନୂଆଁ ଖାଇଛନ୍ତ୍ତି ଖଡ଼ିଆଳ ପାଣିଗ୍ରାହୀ ପରିବାର । ଏହି କାର୍ଯ୍ୟକ୍ରମରେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ସାମିଲ ହୋଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଣିଗ୍ରାହୀ ପରିବାରର ଶତାଧିକ ସଦସ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ନୂଆଖାଇ ଥିଲେ। ପରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us