Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ପାଟଣା ଭବନଠାରେ ମୁକ୍ତ ବିଚାର ମଞ୍ଚର ଅଧିବେଶନ ଅନୁଷ୍ଠିତ

Nuapada, Nuapada | Aug 24, 2025
ଖଡ଼ିଆଳ କ୍ଷତ୍ରିୟ ପାଟଣା ଭବନଠାରେ ମୁକ୍ତ ବିଚାର ମଞ୍ଚର ୬୦ ତମ ଅଧିବେଶନ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀଙ୍କ ଅଧ୍ଯକ୍ଷତାରେ ଆଜି ୬ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ଆମ ସଂସ୍କୃତିର ଅବକ୍ଷୟର କାରଣ ପାଶ୍ଚାତ୍ୟ ଆଧୁନିକତା ପ୍ରସଙ୍ଗ ଉପରେ ସପକ୍ଷରେ ସନାତନ ମହାନ୍ତି ଓ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଏବଂ ପଦ୍ମଲୋଚନ ବର୍ମା ଓ ସୁଶାନ୍ତ କୁମାର ବିଶି ବିପକ୍ଷରେ ମତବ୍ୟକ୍ତ କରିଥିଲେ। ସଦସ୍ୟ ଭଗତ ସିଂହ ସୁନାନୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଫଣିନ୍ଦମ ଦେଓ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us