Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରେଲ୍ ଭବନ ଠାର ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଲେ ପ୍ରତିକ୍ରିୟା
Bhubaneswar M Corp, Khordha | Aug 31, 2025
ଭୁବନେଶ୍ୱର ରେଲ୍ ଭବନ ଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି |ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଗୃହ ଆବଣ୍ଟିତ,ସରକାରୀ ଯୋଜନାଗୁଡ଼ିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସମ୍ପ୍ରସାରିତ ଏବଂ ଆମ ବସ୍’ ବୁକିଂ କରିବା ପାଇଁ ହ୍ବାଟ୍ସ ଆପ୍ ଟିକେଟିଂ ସେବା ଆରମ୍ଭ କରିଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!