Install App
belpahar_update
This browser does not support the video element.
ଝାରସୁଗୁଡା: ଲଖନପୁର ଖଣିକ୍ଷେତ୍ରରେ ହାଇୱା ଧକ୍କାରେ ସଂଜୀବ ପଧାନ ଙ୍କ ମୃତ୍ୟୁ ପରେ ବନ୍ଧବାହାଲ ସ୍ଥିତ MCL ହସ୍ପିଟାଲ ସମ୍ମୁଖରେ ଶତାଧିକ ଲୋକଙ୍କ ବିକ୍ଷୋଭ
Jharsuguda, Jharsuguda | Sep 8, 2025
ଲଖନପୁର ଖଣିକ୍ଷେତ୍ରରେ ହାଇୱା ଧକ୍କାରେ ସଂଜୀବ ପଧାନ ଙ୍କ ମୃତ୍ୟୁ ପରେ ବନ୍ଧବାହାଲ ସ୍ଥିତ MCL ହସ୍ପିଟାଲ ସମ୍ମୁଖରେ ଶତାଧିକ ଲୋକଙ୍କ ବିକ୍ଷୋଭ l କ୍ଷତିପୁରଣ ଏବଂ ଦୁର୍ଘଟଣା ଘଟାଇ ଫେରାର ଥିବା ଚାଳକ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସୋମବାର ସକାଳ ୯ ଟା ରୁ ଅପରାହ୍ନ ୧ ଟା ଯାଏଁ ଏମସିଏଲରେ କାର୍ଯ୍ୟରତ ଶ୍ରମିକ ସଂଗଠନ, ଶତାଧିକ ଅଂଚଳବାସୀ ଏବଂ ମୃତ ସଂଜୀବ ଙ୍କ ପରିବାର ଲୋକେ ଏହି ବିକ୍ଷୋଭ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!