Download Now Banner

This browser does not support the video element.

ଭୋଗରାଇ: ନ୍ୟାୟ ଦାବି କରି ୫୭ନମ୍ବର ରାଜ୍ୟରାଜପଥ ଦେହୁର୍ଦ୍ଦା ନିକଟରେ ରାସ୍ତା ଅବରୋଧ କଲେ ଗଣେଶ୍ୱରପୁର ବାସିନ୍ଦା

Bhograi, Balasore | Sep 27, 2025
ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଦେହୁର୍ଦା ନିକଟରେ ରାସ୍ତ ଉପରେ ଅଟକିଲା ଶବ, ଜାଗାବାଡି ବିବାଦକୁ ନେଇ ରବୀନ୍ଦ୍ର ନାଥ ସାହୁଙ୍କ ମୃତ୍ୟୁ ପରେ ଜଣକୁ ଦାଈ କରି ତାଙ୍କ ଘର ଆଗରେ ଶବରଖି ଉତ୍ତେଜନା ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଗଣେଶ୍ଵରପୁର ଗ୍ରାମର ରବୀନ୍ଦ୍ର ନାଥ ସାହୁ ଏଵେ ଦେହୁର୍ଦା ଅଂଚଳର ବାଦଲ ଜେନାଙ୍କ ସହ ଜାଗା ବାଡି଼କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହାକୁ ନେଇ ମାନସିକ ଦୁଃଷ ଚିନ୍ତାରେ ରବୀନ୍ଦ୍ର ରହୁଥିଲେ। ଗତ ଦୁଇ ମାସ ତଳେ ସେ ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲ।
Read More News
T & CPrivacy PolicyContact Us