Download Now Banner

This browser does not support the video element.

ଝାରସୁଗୁଡା: ସନ୍ୟାସୀପାଲି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଦ ମାଂସ ର ଭୋଜି କରି ପ୍ରଧାନ ଶିକ୍ଷକ ନିଲମ୍ବିତ

Jharsuguda, Jharsuguda | Sep 3, 2025
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସନ୍ୟାସୀପାଲି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଦ ମାଂସ ର ଭୋଜି କରି ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି l ପ୍ରଧାନ ଶିକ୍ଷକ ନିଜ ସହ ହକର୍ମୀଙ୍କ ଗହଣରେ ମଦର ଆସର ଜମେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା l ଏନେଇ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ l ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପଟେଲ ଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନୀଳମ୍ବିତ କରାଯାଇଛି l
Read More News
T & CPrivacy PolicyContact Us