This browser does not support the video element.
କଣ୍ଟାମାଳ: ଧାର୍ମିକ ଓ ସଂସ୍କୃତିକ ସେବା ମହାସଙ୍ଘ ପକ୍ଷରୁ ନୁଆଁଖାଇ ଭେଟ ରେଙ୍ଗାଲି ଗ୍ରାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ
Kantamal, Boudh (Bauda) | Sep 4, 2025
ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସଂସ୍କୃତିକ ସେବା ମହାସଙ୍ଘ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ l କଣ୍ଟାମାଲ ବ୍ଲକ ଖଟଖଟିଆ ପଂଚାୟତ ର ରେଙ୍ଗାଲି ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଧବଳେଶ୍ୱର ପିଠ ରୁ ଏକ ଶୋଭାଯାତ୍ରା ରେ ମଶାଲ ଓ ଆଜ୍ଞାମାଲ ଆସିବା ପରେ ଜିଲ୍ଲାର ୫୦ରୁ ଉର୍ଦ୍ଧ ସଂସ୍କୃତିକ ଦଳ ତଥା ଦଣ୍ଡ, କୀର୍ତନ, ପାଲା, ଘୁବୁକୁଡୁ ଦଳ ଭାଗ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସହସହ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l ଗାଁ ଗୁଡିକ ରେ ଲିପ୍ତ ହୋଇ ଯାଉଥିବା ଲୋକ କଳା କୁ ବଞ୍ଚାଇ ରଖିବାର ଏହା ଏକ ପ୍ରୟା