Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତିଗିରିଆ ଥାନା ହରିଡାପଶି ଗ୍ରାମରେ ତିଗିରିଆ ପୋଲିସର ଚଢାଉ, ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

Cuttack M Corp PS, Cuttack | Sep 4, 2025
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେବା ନେଇ ଖବର ପାଇବା ପରେ ତିଗିରିଆ ଥାନା ପୋଲିସ ଚଢାଉ କରିଛି। ଏହି ଚଢାଉରେ ବେଆଇନ ବିଦେଶୀ ମଦ ଜବତ ସହ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ନିର୍ମାଲ୍ୟ ରାଉତ। ଏ ନେଇ ଗୁରୁବାର ରାତି ୮.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ତେବେ ପୋଲିସ ଏହି ଚଢାଉରେ ୮୬ ଲିଟର ୯୦୦ ବିଦେଶୀ ମଦ ଜବତ କରିଛି।
Read More News
T & CPrivacy PolicyContact Us