Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଫାର୍ମ ରୋଡ଼ ସ୍ଥିତ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sambalpur M, Sambalpur | Sep 13, 2025
ଫାର୍ମ ରୋଡ଼ ସ୍ଥିତ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦେବକୀ ବେହେରାଙ୍କ ତତ୍ଵାବଧାନରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆଜି ଦିନ 11 ଟା ରେ ଅନୁଷ୍ଠିତ ହୋଇଥିଲା l ସମର୍ପଣ ର ସଂଘଠନ ର ସଂଯୋଜକ ଏଡ଼ଭୋକେଟ ରାଧେଶ୍ୟାମ ପଣ୍ଡା, ଟିକେଶ୍ୱର ପ୍ରଧାନ, ବିଦ୍ୟାଳୟ ଛାତ୍ରମାନେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ନାଏକ, ଏମଡି ମିରଜ଼ା ଜାହିରୁଧୀନ, କମଳିନୀ ସାଗର, ବୃନ୍ଦାବନ ୟାଦବ, ଫକୀର ମେହେର ପ୍ରମୁଖ ଯୋଗଦାନ କରିଥିଲେ l ଏକ ପେଡ ମା କେ ନାମ ଉପଲକ୍ଷେ ୧୦ଟିଗଛ ବୃକ୍ଷରୋପଣ କରିଥିଲେ l ଛାତ୍ର ମାନେ ପ୍ଲା କାର
Read More News
T & CPrivacy PolicyContact Us