Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ମୁଖ୍ୟରାସ୍ତାରେ ସ୍କୁଟି ସହ ସ୍କୁଟି ମୁହାଁମୁହିଁ ଧକ୍କା,ଅଳ୍ପକେ ବର୍ତିଲେ ଉଭୟ ଚାଳକ,ନିଶାଶକ୍ତ ଅବସ୍ଥାରେ ସ୍କୁଟି ଚାଳକ
Kabisuryanagar, Ganjam | Oct 7, 2025
କବିସୂର୍ଯ୍ୟନଗର ସହର ମୁଖ୍ୟ ରାସ୍ତାରେ ଆଜି ନିଶା ଶକ୍ତ ଅବସ୍ଥାରେ ସ୍କୁଟି ଚଳାଉ ଥିବା ଜଣେ ଯୁବକ ଅନ୍ୟ ଏକ ସ୍କୁଟି ଆରୋହୀ କୁ ମୁହାଁମୁହିଁ ଧକ୍କା ଦେଇଥିଲେ. ଘଟଣା ସ୍ଥଳରେ ଯୁବକ ଜଣକ ଛିଟି କି ହୋଇ ପଡ଼ିଥିଲେ. ଯୁବକ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ ଅଟକ ରଖିବା ସହ କିଛି ସମୟ ପରେ ନିଶା ଛାଡିବା ପରେ ଛାଡିଥିଲେ. ଯୁବକ ଜଣକ ଆସ୍କା ଅଞ୍ଚଳ ର ବୋଲି ସୂଚନା ରହିଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!