Install App
nihar20051981
This browser does not support the video element.
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବାସି ଖାଦ୍ୟ ରୋଗୀଙ୍କୁ ଦିଆଯିବା ପ୍ରସଙ୍ଗ,ଡିଆରଡ଼ିଏ ଅଫିସରେ ପ୍ରତିକ୍ରିୟା ରଖିଲେ ସିଡିଏମଓ
Kendrapara, Kendrapara | Sep 6, 2025
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାସି ଖାଦ୍ୟ ରୋଗୀଙ୍କୁ ଦିଆଯାଉଥିବା ଅଭିଯୋଗରେ ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀ ମୁହଁ ଖୋଲିଛନ୍ତି l ଡିଆରଡ଼ିଏ ଅଫିସରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ସିଡିଏମଓ ଡାକ୍ତର ମନୋରଞ୍ଜନ ରାଉତ l
Share
Read More News
T & C
Privacy Policy
Contact Us
Your browser does not support JavaScript!