Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ଭିତରେ ଭକ୍ତ ଙ୍କ ଠାରୁ ଟଙ୍କା ଚୋରୀ କରିବା ଅଭିଯୋଗ ରେ ସିଂହଦ୍ଵାର ଥାନା ଦ୍ୱାରା ଦୁଇ ଗିରଫ l

Puri M, Puri | Aug 30, 2025
ଶ୍ରୀ ମନ୍ଦିର ଭିତରେ ଭକ୍ତ ଠାରୁ ଟଙ୍କା ଚୋରୀ କରିବା ଅଭିଯୋଗ ରେ 2 ଜଣକୁ ଗିରଫ କରିଛି ସିଂହଦ୍ଵାର ଥାନା ପୋଲିସ l ଆଜି ଦିନ 12 ସମୟରେ ସିଂହ ଦ୍ଵାର ଥାନା ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us