This browser does not support the video element.
କେନ୍ଦୁଝର ସହର: ମୂଷାଖୋରୀ ଗ୍ରାମରେ ବର୍ଷାରେ ଭାଙ୍ଗିଲା ରୋଷେଇ ଘର ସହ ଛେଳି ଘର ,ଅଳ୍ପକେ ବଞ୍ଚିଲେ ଛେଳି
Kendujhar Town, Kendujhar | Sep 7, 2025
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ମୂଷାଖୋରୀ ଗ୍ରାମର ଅଭିମନ୍ୟୁ ସେଠୀଙ୍କ ଦୁଇଟି ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି ସୂଚନା ଅନୁଯାୟୀ ଗତକାଲି ବର୍ଷା ହେବାରୁ ମୂଷାଖୋରୀ ଗ୍ରାମର ଅଭିମନ୍ୟୁ ସେଠୀଙ୍କ ରୋଷେଇ ଘର ଓ ଛେଳି ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି ତୁରନ୍ତ ଏହି ଗରିବ ପରିବାରଙ୍କୁ ନୂତନ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।