Download Now Banner

This browser does not support the video element.

ବରଗଡ: କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଚନ୍ଦ୍ର ଗ୍ରହଣ ଦର୍ଶନ ଶୁଭ ସେନେଇ ପ୍ରତିକ୍ରିୟା ରଖିଲେ ସମଲେଶ୍ୱରୀ ମନ୍ଦିରର ପଣ୍ଡିତ

Bargarh, Bargarh (Baragarh) | Sep 7, 2025
ଚନ୍ଦ୍ର ଗ୍ରହଣକୁ ନେଇ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଲମ୍ବାବିଲଡିଙ୍ଗ ଠାରେ ପ୍ରତିକ୍ରିୟା ରଖିଛନ୍ତି ସମଲେଶ୍ୱରୀ ମନ୍ଦିରର ପଣ୍ଡିତ ପ୍ରାଧ୍ୟାପକ ଚୂଡ଼ାମଣି ରଥ | ଆଜି ରବିବାର ରହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ ତେବେ କେଉଁ ସମୟରେ କଣ ନୀତି ରହିଛି ଏବଂ କେଉଁ ରାଶିଙ୍କ ପାଈଁ ଆଜିର ଏହି ଚନ୍ଦ୍ରଗ୍ରହଣ ଶୁଭ ସେନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରାଧ୍ୟାପକ ଚୂଡ଼ାମଣି ରଥ | ମେସ,ବୃଷ,ସିଂହ,କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତି ମାନେ ଏହି ଚନ୍ଦ୍ର ଗ୍ରହଣକୁ ଦର୍ଶନ କଲେ ଶୁଭ ହେବ ବୋଲି ପଣ୍ଡିତ ଜଣାଇଛନ୍ତି |
Read More News
T & CPrivacy PolicyContact Us