Download Now Banner

This browser does not support the video element.

ଜୟପୁର: ଦଶହରା ଅବସରରେ କୁମୁଲି ଠାରେ ସଂସ୍କୃତିକ କାଯ୍ୟକ୍ରମ ଯୋଗ ଦେଲେ ଜୟପୁର ବିଧାୟକ ତାରା

Jeypore, Koraput | Sep 30, 2025
ଦଶହରା ଅବସରରେ କୁମୁଲି ଠାରେ ସାଂସ୍କୃତିକ କାଯ୍ୟକ୍ରମ ଆଜି ରାତ୍ର ୮ଟାରେ ଅନୁଷ୍ଟିତ ହୋଇଛି । ଏଠାରେ  ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ  ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ  ରାଧା ବିନୋଦ ସାମନ୍ତରାୟ,  ଜିଲା ପରିଷଦ ସଭ୍ୟା ପିଙ୍କୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us