Install App
udalabreaking
This browser does not support the video element.
ଉଦଳା: ଠାକୁରାସାହି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ, ମତ ରଖିଲେ ପ୍ରଧାନ ଶିକ୍ଷୟିତ୍ରୀ
Udala, Mayurbhanj | Oct 3, 2024
କପ୍ତିପଦା ଶିକ୍ଷା ବ୍ଲକ୍ ଅନ୍ତର୍ଗତ ଜଡିଦା ପଞ୍ଚାୟତ ର ଠାକୁରାସାହି ପ୍ରାଥମିକ ବିଦ୍ୟାଳୟ ରେ ୨୦୧୦ ଠାରୁ ଆଜି ପଯ୍ୟନ୍ତ ଘର ନଥିବା ସିଧାସଳଖ ଗୁରୁବାର ଅର୍ଥାତ୍ ଆଜି ଦିବା ୦୩ ଘଟିକା ସମୟରେ ଅଭିଯୋଗ କରିଛନ୍ତି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବବିରେଖା ବିଶ୍ବାଳ । ସ୍କୁଲ ଘର ନଥିବାରୁ ବିଭିନ୍ନ ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!