Download Now Banner

This browser does not support the video element.

ଧରାକୋଟ: ବେଠୁଆର ସ୍ଥିତ ମା ଘୋଡାଦେଇ ଙ୍କ ପୀଠରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

Dharakote, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବେଠୁଆର ସ୍ଥିତ ମା ଘୋଡାଦେଇ ଙ୍କ ପୀଠରେ ସାନଖେମୁଣ୍ଡି କଂଗ୍ରେସ ଦଳ ତରଫରୁ ସଙ୍ଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଏ ଆଇ ସି ସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସମ୍ପାଦକ ସଚିନ ନାୟକ, ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବାଲିକୁଦା ବିଧାୟକ ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ ପ୍ରଭାରୀ ସ୍ୱାଗତିକା ପଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l
Read More News
T & CPrivacy PolicyContact Us