Download Now Banner

This browser does not support the video element.

କାମାକ୍ଷାନଗର: ଜିରିଡାମାଳି ବନ ବିଭାଗ କାର୍ଯ୍ୟାଳୟରୁ ମଙ୍ଗଳବାର ୧୧ଟା ୩୦ରେ ଚାରା ବଣ୍ଟନ ଯାନକୁ ସୁଭାରମ୍ଭ କଲେ ଆରସିସିଏଫ ସଞ୍ଜୟ ସ୍ୱାଇଁ

Kamakshyanagar, Dhenkanal | Sep 9, 2025
ଜିରିଡାମାଳି ବନ ବିଭାଗ କାର୍ଯ୍ୟାଳୟରୁ ମଙ୍ଗଳବାର ୧୧ଟା ୩୦ରେ ଚାରା ବଣ୍ଟନ ଯାନକୁ ସୁଭାରମ୍ଭ କଲେ ଆରସିସିଏଫ ସଞ୍ଜୟ ସ୍ୱାଇଁ ।ପ୍ରତ୍ୟକ ପଂଚାୟତକୁ ୫୦୦ ଚାରା ବଣ୍ଟନ କରାଯିବ ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ଜିରିଡାମାଳି ବନ ବିଭାଗ କାର୍ଯ୍ୟାଳୟ ଠାରୁ ଚାରା ବଣ୍ଟନ ଯାନକୁ ମଙ୍ଗଳବାର ଶୁଭାରମ୍ଭ କଲେ ଆରସିସିଏଫ ସଞ୍ଜୟ ସ୍ୱାଇଁ ।ଏଠାରେ ଡିଏଫଓ ସୁମିତ କରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us