Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ଜିଲ୍ଲା ସ୍କୁଲ ଠାରେ ବିଶ୍ୱ ଫିଜିଓ ଥେରୋପି ଦିବସ ରେ ସ୍ୱାସ୍ଥ୍ୟ ଶିବିର କୁ ଉଦଘାଟନ କଲେ ରାଜ୍ୟସଭା ସାଂସଦ l
Puri M, Puri | Sep 7, 2025
ବିଶ୍ୱ ଫିଜିଓ ଥେରାପି ଦିବସ ପାଳନ ପରି ପ୍ରେକ୍ଷୀରେ ଆଜି ରବିବାର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ପୁରୀ ରୋଟାରୀ କ୍ଲବ ଓ ଇନର ହୁଇଲ କ୍ଲବ ସହଯୋଗରେ ମୁକ୍ତଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ପୁରୀ ରୋଟାରୀ ଭବନ ,ରମା ବଲ୍ଲଭ ରୋଡ଼ ଠାରେ ଅନୁଷ୍ଠିତ ହୋଇଥିଲା l ଆଜି ଦିନ 12 ସମୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!