Install App
belpahar_update
This browser does not support the video element.
ଝାରସୁଗୁଡା: ଏସସି ଏସଟି ଜମି ପରମିଶନ ମାମଲାରେ ଦୁର୍ନୀତି ହୋଇଥିବାନେଇ ଯୁବ ସାମ୍ମୁଖ୍ୟ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରାଯାଇଛି l
Jharsuguda, Jharsuguda | Oct 8, 2025
ଝାରସୁଗୁଡ଼ା ଜିଲ୍ଲାରେ ଏସସି ଏସଟି ଜମି ପରମିଶନ ମାମଲାରେ ଦୁର୍ନୀତି ହୋଇଥିବାନେଇ ଯୁବ ସାମ୍ମୁଖ୍ୟ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି l ଗତ ଜାନୁଆରୀ ୨୦୨୩ ଠାରୁ ଫେବୃଆରୀ ୨୦୨୪ ମଧ୍ଯରେ ଝାରସୁଗୁଡ଼ା ଉପ ଜିଲ୍ଲାପାଳ ଏସଟି, ଏସସି ଜମି ବିକ୍ରି ପାଇଁ ଦେଇଥିବା ଅନୁମତିରେ ଅନିୟମିତତା ହୋଇଥିବା ଯୁବ ସାମୁଖ୍ୟ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!